ଭିତରକନିକାକୁ ବିଶ୍ୱଐତିହ୍ୟ ମାନ୍ୟତା

ଭିତରକନିକାକୁ ବିଶ୍ୱଐତିହ୍ୟ ମାନ୍ୟତା

ରାଜନଗର ୭/୧୧ : ପୃଥିବୀର ବିଭିନ୍ନ ପ୍ରାକୃତିକସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯିବ। ଭିତରକନିକା ଜାତୀୟ ଉଦ୍ୟାନକୁ ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ସାମିଲ କରାଯିବା ବୋଲି ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ଭିତରକନିକାକୁ ବିଶ୍ୱ ଐତିହ୍ୟସ୍ଥଳୀରେ ସାମିଲ କରିବା ପାଇଁ ଶେଷ ପର୍ୟ୍ୟାୟ ସର୍ବେକ୍ଷଣ ଚାଲିଛି। ଗତକାଲିଠାରୁ ୪ ଦିନିଆ ଗସ୍ତରେ ଆଇୟୁସିଏନ୍ ଓ ଡେରାଡୁନ୍ ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ର ବିଶେଷଜ୍ଞମାନେ ଏହି ସର୍ବେକ୍ଷଣ କରୁଛନ୍ତି।