ଅତ ି ଶୀଘ୍ର ‘ପେପ୍ସୀ ରାଜଧାନୀ’ ଏବଂ ‘କୋକ୍ ଶତାବ୍ଦୀ’ ମାର୍କା ଟ୍ରେନ୍ ଚାଲିବ

ଅତ ି ଶୀଘ୍ର ‘ପେପ୍ସୀ ରାଜଧାନୀ’ ଏବଂ ‘କୋକ୍ ଶତାବ୍ଦୀ’ ମାର୍କା ଟ୍ରେନ୍ ଚାଲିବ

ନୂଆଦିଲ୍ଲୀ ୯/୧: ଖୁବ୍ ଶୀଘ୍ର ଯାତ୍ରୀମାନେ ପେପ୍ସୀ ରାଜଧାନୀ’ ଏବଂ ‘କୋକ୍ ଶତାବ୍ଦୀ’ ମାର୍କା ଟ୍ରେନ୍ରେ ବସି ଯାତା୍ର କରିପାରିବେ । ଯାତ୍ରୀ ଏବଂ ମାଲ୍ ଭଡ଼ା ନ ବଢ଼ାଇ ରାଜସ୍ୱ ବଢ଼ାଇବାକୁ ରେଳବାଇ ଟ୍ରେନ୍ ଏବଂ ଷ୍ଟେସନ୍ଗୁଡ଼ିକୁ ବ୍ରାଣ୍ଡିଙ୍ଗ୍ କରିବାକୁ ପ୍ରସ୍ତୁତ ହୋଇଛି। ଏହା ଆସନ୍ତା ସପ୍ତାହରେ ରେଳବାଇ ବୋର୍ଡର ସ୍ୱୀକୃତି ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳବାଇ ପେନ୍ସନ୍ ବିଭାଗରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ଏହା କହିଛନ୍ତି।