୧ ଲିଟର୍ ପାଣିରେ ୫୦୦ କିଲୋମିଟର୍ ଚାଲିଲା ବାଇକ୍

୧ ଲିଟର୍ ପାଣିରେ ୫୦୦ କିଲୋମିଟର୍ ଚାଲିଲା ବାଇକ୍

ବ୍ରାଜିଲ୍ ୫/୧୧: ବ୍ରାଜିଲ୍ର ଜଣେ ଗ୍ୟାରେଜ୍ ମେକାନିକ୍ ରିଚାର୍ଡ ଆଜେଭେଡୋ ନିର୍ମାଣ କରିଛନ୍ତି ଏକ ଆଶ୍ଚର୍ୟ୍ୟଜନକ ବାଇକ୍। ପରିବେଶ ପ୍ରଦୂଷଣକୁ ରୋକିବାର ପ୍ରୟାସ କରି ସେ ଏହି ବାଇକକୁ ନିମାଣ କରିଛନି । ବାଇକ୍ଟି ଚାଲିବା ପାଇଁ ପାଣିକୁ ଇନ୍ଧନ ଭାବେ ବ୍ୟବହାର କରାଯିବ । ଏକ ଲିଟର୍ ପାଣିରେ ବାଇକ୍ଟି ୫୦୦ କିଲୋମିଟର ପର୍ୟ୍ୟନ୍ତ ଯାତ୍ରା କରିପାରିବ। ନିର୍ମାତା ନଦୀ, ନାଳ ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଧରଣର ଉଭୟ ସ୍ୱଚ୍ଛ ଓ ଅପରିଷ୍କାର ପାଣି ପ୍ରୟୋଗ କରି ଜାଣିବାକୁ ପାଇଛନ୍ତି ଯେ କୌଣସି ପ୍ରକାର ପାଣିରେ ବାଇକ୍ଟି ଚାଲିପାରିବ। ବାଇକ୍ର ନାମ ରଖାଯାଇଛି ‘ମୋଟୋ ପାଓ୍ଵାର୍ ଐ୨ଙ.