ଆଜି ଟ୍ରକ୍  ଚାଳନା ପଷରୁ ରେସିଂ ଚାମ୍ପିଅନ୍ସିପ୍ର ଚତୁର୍ଥ ସିଜିନ୍ ଆୟୋଜନ କରାଯାଉଛି ।

ଆଜି ଟ୍ରକ୍  ଚାଳନା ପଷରୁ ରେସିଂ ଚାମ୍ପିଅନ୍ସିପ୍ର ଚତୁର୍ଥ ସିଜିନ୍ ଆୟୋଜନ କରାଯାଉଛି ।

ଚେନ୍ନାଇ ୩୧/୧:ଆଜି ଟ୍ରକ୍  ଚାଳନା ପଷରୁ ରେସିଂ ଚାମ୍ପିଅନ୍ସିପ୍ର ଚତୁର୍ଥ ସିଜିନ୍ ଆୟୋଜନ କରାଯାଉଛି । ଏଥିରେ ପ୍ରତିଯୋଗିତାରେ ବିଭିନ ଟ୍ରକ ଚାଳକମାନେ ସେମାନକଂର କୌଶଳ ପ୍ରଦଶନ କରିବେ । ଏହି ରେସିଂ ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାସନାଲ୍ ସର୍କିଟ୍ରେ ଆୟୋଜନ କରାଯିବ । ୨୦୧୬ ରେସିଂ ଚାମ୍ପିଆନ୍ସିପ୍ରେ ବିଜେତାମାନେ ଭାରତୀୟ ମୋଟରସ୍ପୋର୍ଟ କାର୍ୟ୍ୟକ୍ରମରେ ସର୍ବାଧିକ ମୂଲ୍ୟର ପୁରସ୍କାର ରାଶି ଜିତିଥିଲେ।

୨ଟି ସୁପର କ୍ଲାସ୍ ରେସ୍ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତାମାନେ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଥିଲେ। ଏହି ରେସିଂ ଚାମ୍ପିଆନ୍ସିପ୍ର ୨୦୧୭ର ଚତୁର୍ଥ ସିଜିନ୍ ପାଇଁ ୧,୦୦୦ରୁ ଅଧିକ ଆବେଦନ ଆସିଛି। ଗତବର୍ଷ ତୁଳନାରେ ଏହି ବର୍ଷ ୨ ଗୁଣ ଅଧିକ ଚାଳକ ଏଥିରେ ଅଂଶଗ୍ରହଣ କରିବେ।