ଆଜି ବାରବାଟୀରେ ଆସି ପହଞ୍ଚିବେ ଖେଳାଳି

ଆଜି ବାରବାଟୀରେ ଆସି ପହଞ୍ଚିବେ ଖେଳାଳି

ଭୁବନେଶ୍ୱର ୧୮/୧: ଆଜ ବାରବାଟୀରେ ଦିନିକିଆ ମ୍ୟାଚ ପାଇଁ  ଖେଳାଳିମାନେ ଆସିବେ। ଏଥିପାଇଂ ପୁଲିସକ ପଷରୁ ବ୍ୟପକ ସୁରଷା ବ୍ୟବସା କରାଯାଇଛି । ରାଜଧାନୀରେ ମଧ୍ୟ କଡା ସୁରଷା ବ୍ୟବସା କରାଯାଇଛି । ଷ୍ଟାଡିୟମ୍ ବାହାରେ ଓ ଭିତରେ ୬୩ ପା୍ରଟୁନ ପୋଲିସ୍ ନିଯୋଜିତ ହେବେ । ପୁଣି ୩୦୦ ଅଧିକାରୀ  ନିରାପତା ଦାୟିତରେ ନିଯୋଜିତ ହେବେ । ମ୍ୟଚ୍ ଅପରାହ ୧.୩୦ରେ ଆରମ ହେବ ।

ବୁଧବାର ଦିନ ପ୍ରାୟ ସାଢ଼େ ୧ଟାବେଳେ ଦୁଇ ଦେଶର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏଜି ଛକ, ରାଜଭବନ ଛକ ଏବଂ ସେଠାରୁ ଜୟଦେବ ବିହାର ଛକ ହୋଇ ସିଧା ମେ’ ଫେୟାର ହୋଟେଲକୁ ନିଆଯିବ। ଏହି ରାସ୍ତାରେ ଏବଂ ଖେଳାଳିଙ୍କ ସୁରକ୍ଷା ଲାଗି ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏହାଛଡ଼ା ଖେଳାଳିଙ୍କ କାରକେଡ୍ ସହିତ ଏସ୍ଓଜି ଯବାନ, କାଉଣ୍ଟର ଟେରୋରିଷ୍ଟ ସ୍କ୍ଵାଡ୍, ସ୍ପେସାଲ୍ ଟାକଟିକାଲ୍ ୟୁନିଟ, ଡଗ୍ ସ୍କ୍ଵାଡ୍, ବମ୍ ସ୍କ୍ଵାଡ୍, ଗୁଇନ୍ଦା ଅଧିକାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ ରହିବେ।