କିଟ୍ ପି୍ରମିୟର ଲିଗ୍ କିକେଟ୍ ସେମିରେ କିଟ ବିଶ୍ୱବିଦ୍ୟାଳୟ

କିଟ୍ ପି୍ରମିୟର ଲିଗ୍ କିକେଟ୍ ସେମିରେ କିଟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର ୨୧/୧: କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ୧୦ମ କିଟ୍ ପି୍ରମିୟମ୍ ଲିଗ କିକ୍ରେଟ ପ୍ରତିଯୋଗିତାର ସେମିଫାଇନାର ଲାଇନ୍ଅପ୍ ଚୁଡାନ ହୋଇଛି । ଶୁକ୍ରବାର ଦିନ ୪ଟି କାଟର ଫାଇନାଲ ମ୍ୟଚ ଖେଲାଯାଇଥିଲା । ଏଥିରେ କିଟକ,ଆଲ ଫଲ ବିଶବିଦ୍ୟଳୟ ,ଜେଏନଟିଯୁ କାକିନାଡା ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇ ସେମିଫାଇନାଲକୁ ଉନୀତ ହୋଇଛନି ।  

ଶୁକ୍ରବାର ଶେଷ କ୍ୱାର୍ଟରଫାଇନାଲ୍ରେ କିଟ୍ ୧୨ ରନରେ ନୂଆଦିଲ୍ଲୀର ପିଜିଡିଏଭିକୁ ପରାସ୍ତ କରିଥିଲା। କିଟ୍ ୮ ଓ୍ଵିକେଟ୍ରେ ୧୨୬ ରନ୍ କରିଥିବାବେଳେ ପିଜିଡିଏଭି ୧୧୪/୯ରେ ସୀମିତ ରହିଥିଲା। ପୂର୍ବରୁ ଅନୁଷ୍ଠିତ ଅନ୍ୟ ୩ କ୍ୱାର୍ଟରଫାଇନାଲ୍ରେ ଅଲ୍ ଫଲ୍ଲା ୬ ଓ୍ଵିକେଟ୍ରେ ଉତ୍କଳକୁ ପରାସ୍ତ କରିଥିବାବେଳେ କାକିନାଡାର ଜେଏନଟିୟୁ ୯ ଓ୍ଵିକେଟ୍ରେ ଦିଲ୍ଲୀ ଟେକନିକାଲ୍ ବିଶ୍ୱବିଦ୍ୟାଳୟକୁ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୧୭ ରନ୍ରେ ହାଇଦ୍ରାବାଦର ଜେଏନ୍ଟିୟୁକୁ ପରାସ୍ତ କରିଥିଲା।