ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କପିଳ ଦେବକୁ ହଲ୍ ଅଫ୍ ଫେମ୍’ରେ ସାମିଲ କରାଯାଇଛି

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କପିଳ ଦେବକୁ ହଲ୍ ଅଫ୍ ଫେମ୍’ରେ ସାମିଲ କରାଯାଇଛି

ନୂଆଦିଲ୍ଳୀ  ୧୯/୧: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କପିଳ ଦେବକୁ ହଲ୍ ଅଫ୍ ଫେମ୍’ କ୍ଲବ୍ରେ ସାମିଲ ହୋଇଛନ୍ତି। ଏହି କ୍ଲବ୍ରେ ଯୋଗ ଦେଇଛନ୍ତି ଅଜିତ ଓ୍ଵାଦେକର, ସୁନୀଲ ଗାଭାସ୍କର ଏବଂ ନରି କଣ୍ଟ୍ରାକ୍ଟର । କପିଳଙ୍କୁ ପୂର୍ବତନ ଭାରତୀୟ ଖେଳାଳି ଏବଂ କିମ୍ବଦନ୍ତୀଙ୍କ କ୍ଲବ୍ର ସଭାପତି ମାଧବ ଅପ୍ତେ ମାନପ୍ରତ ପ୍ରଦାନ କରିଥିଲେ । ୨୦୧୩ ଜୁଲାଇ ୧୧ ତାରିଖରେ ଏହି କ୍ଲବ୍ରେ ଯୋଗଦେଇସାରିଥିବା ତଥା ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୧୦,୦୦୦ ରନ୍ ପୂରଣ କରିଥିବା ଗାଭାସ୍କରଙ୍କୁ ଅଜିତ୍ ଓ୍ଵାଦେକର ଏହି ଅବସରରେ ମାନପତ୍ର ପ୍ରଦାନ କରିଥିଲେ।