କ୍ରିକେଟିୟର ବର୍ତ୍ତମାନ ଇଣ୍ଡିଆ-ଏର ଅଧିନାୟକ ରାହୁଲ୍ ଦ୍ରାବିଡଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯିବ

କ୍ରିକେଟିୟର ବର୍ତ୍ତମାନ ଇଣ୍ଡିଆ-ଏର ଅଧିନାୟକ ରାହୁଲ୍ ଦ୍ରାବିଡଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯିବ

ବେଙ୍ଗାଲୁର ୨୬/୧: ଭାରତର ପୁବତନ କିକେଟର ରାହୁଲ୍ ଦ୍ରାବିଡଙ୍କୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରାଯିବ।ଏହି ଉପାଧି ତାକୁଂ ବେଙ୍ଗାଲୁର ବିଶ୍ୱବିଦ୍ୟାଳୟର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ତାକୁଂ ସମାନିତ କରାଯିତ କରାଯିତ । ସେ ଏହି ଉପାଧି ଜାନୁଆରୀ ୧୭ରେ ପାଇବେ । ସେ ମଧ୍ୟ ଆଗରୁ ୨୦୧୪ ମସିହାରେ ଗୁଲବର୍ଗା ବିଶ୍ୱବିଦ୍ୟାଳୟରୁ ଏହି ଡକ୍ଟରେଟ୍ ଉପାଧି ପାଇଥିଲେ। ୨୦୧୬ର ଦ୍ରାବିଡ  କୋଚ୍ ଥିବା ବେଳ ଭାରତୀୟ ଅଣ୍ଡର-୧୯ ଦଳ ଏସିଆ କପ୍ ମ୍ୟାଚ୍ ଜିତିଥିଲା।