ଆଜି ବାରବାଟୀ ଲଢ଼େଇ

ଆଜି ବାରବାଟୀ ଲଢ଼େଇ

ଭୁବନେଶ୍ୱର ୧୯/୧: ଆଜି କଟକ  ବାରବାଟୀ ଷ୍ଟାଡିୟମ୍ରେ  ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜ୍ର ୨ୟ ଦିନିକିଆ ମ୍ୟାଚ ଖେଳାଯିବ । ଏହି ଖେଳ ଆରମ ହେବ ଅପରାହ ୧.୩୦ରେ । ଏହି ମ୍ୟଚ ପାଇଂ ସମସ ଟିକଟ ବିକି୍ର ହୋଇଥିବାବେଳେ ସମସ ପାସ୍ ସମସକୁ ଦିଆଯାଇଛି ।

ଏହି ମ୍ୟାଚକୁ  ପାଖାପାଖି ୪୧ ହଜାର ଦଶକ ଦେଖିବେ ବୋଲି ଅନୁମାନ କରାଯାଉଛି । ବାରବାଟୀ ଷ୍ଟାଡିୟମ୍ରେ ଏହା ହେବ ୨୦ତମ ଦିନିକିଆ ମ୍ୟାଚ । ଗତ ଦଶବଷରେ ଭାରତ ଏଠାରେ  ୫ଟି ଦିନିକିଆ ମ୍ୟାଚ ଖେଳି ସବୁତମ ଜିତିଛି ।ତେଣୁ ଗୁରୁବାର  ଖେଳିବାକୁଥିବା ଏହି ମ୍ୟାଚରେ ବିରାଟ କୋହଲି ଜିତିବାକୁ ଲଷ୍ୟ ରଖିଛନି ।