ଚୀନ୍ ଆତଙ୍କବାଦୀମାନକୁଂ ନିୟନ୍ତ୍ରଣ କରିବାକୁ ପାକିସ୍ତାନ ପଟ ସୀମା ବନ୍ଦ କରିବ

ଚୀନ୍ ଆତଙ୍କବାଦୀମାନକୁଂ ନିୟନ୍ତ୍ରଣ କରିବାକୁ ପାକିସ୍ତାନ ପଟ ସୀମା ବନ୍ଦ କରିବ

ବେଇଜିଙ୍ଗ୍ ୧୧/୧: ଚୀନ୍ ଆତଙ୍କବାଦୀମାନକୁଂ ନିୟନ୍ତ୍ରଣ କରିବାକୁ ପାକିସ୍ତାନ ପଟ ସୀମା ବନ୍ଦ କରିବ ବୋଲି ନିଷତି ନେଇଛନି । ଚୀନ୍ରୁ ବାହାରକୁ ଯିବା ବନ୍ଦ କରାଇବା ପାଇଁ ପାକିସ୍ତାନ ପଟ ସୀମାନ୍ତରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ଦୃଢ଼ କରାଯିବ ବୋଲି ମଙ୍ଗଳବାର ଜିନ୍ଜିଆଙ୍ଗ୍ ସରକାର ବକ୍ତବ୍ୟକୁ ଉଦ୍ଧାର କରି ସରକାରୀ ଖବର ସରବରାହ ସଂସ୍ଥା ଜିନୁଆ ପ୍ରକାଶ।ଏହି ପଦକ୍ଷେପ ଜିଙ୍ଗ୍ଜିଆନ୍ର ଉତ୍ତେଜନା ପ୍ରବଣ ଅଞ୍ଚଳ ସୀମାନ୍ତ ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ବନ୍ଦ କରିବାରେ ପାକିସ୍ତାନର ଅସମର୍ଥତା ଉପରେ ଚୀନ୍ ଅସନ୍ତୁଷ୍ଟ ହୋଇଥିବାର ସଙ୍କେତ ଦେଉଛି।