ଆଜି ବିଧାନସଭା ଘେରିବେ ୪୦ ହଜାର ଶିକ୍ଷକ ଘେରିବେ ବିଧାନସଭା

ଆଜି ବିଧାନସଭା ଘେରିବେ ୪୦ ହଜାର ଶିକ୍ଷକ ଘେରିବେ ବିଧାନସଭା

ଭୁବନେଶ୍ୱର ୩/୧୨ : ଆଜି ବିଧାନସଭା ଘେରିବେ ୪୦ ହଜାର ଶିକ୍ଷକ। ଗତ ୨୬ ତାରିଖରେ ଶିକ୍ଷକଙ୍କୁ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଦାବି ପୂରଣ କରାଯାଉ ନାହିଁ। ଏସ୍ଟିଏଫ୍ଓ ନେତୃତ୍ୱରେ ଶିକ୍ଷକମାନେ ବିଭିନ୍ନ ଦାବି ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ ଆଜି ବିଧାନସଭା ଘେରିବ। ୪୦ ହଜାରରୁ ଅଧିକ ଶିକ୍ଷକ ମାଷ୍ଟରକ୍ୟାଣ୍ଟିନ୍ ରେଳଷ୍ଟେସନରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯିବେ। ଶିକ୍ଷକମାନଙ୍କୁ ରୋକିବା ଲାଗି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।