ସ୍କଟଲ୍ୟାଣ୍ଡର ୩ ବୈଜ୍ଞାନିକ ଜିନ୍ ପେରେ ସାଭେଜ୍, ଜେ. ଫ୍ରେଜର ଷ୍ଟୋଡାର୍ଟ ଏବଂ ବାର୍ନାର୍ଡ ଏଲ୍. ଫେରିଙ୍ଗା ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ଗତକାଲି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା। ଆମେରିକାର ତିନି ଜଣ ବୈଜ୍ଞାନିକ ମିଳିତ ଭାବେ ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ।