ାଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ

ାଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର ୧୧/୧: ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ  ଆରମ ହେଉଛି ନାମକଂମ ପ୍ରତ ଦାଖଲ । ରାଜ୍ୟରେ ଗୋଟିଏ ଜିଲାପରିଷଦ ଆସନ ବ୍ୟତିତ ଅନ୍ୟ ସମସ ଜିଲା ପରିଷଦ ଆସନ ପାଇଂ ନାମକଂନ ପ୍ରତ ଦାଖଲ କରାଯିବ । ଜାନୁଆରୀ ୧୭ରେ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ସମୟ ଧାର୍ୟ୍ୟ ହୋଇଛି। ୧୮ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ।

ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ହେଉଛି ଜାନୁଆରୀ ୨୧।  ସେହିଦିନ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ସେହିଦିନ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।