ଆମେରିକାର ରାଷ୍ଟ୍ରପତି ଭାବେ ବାରାକ୍ ଓବାମାକଂ ବିଦାୟକାଳୀନ ଭାଷଣ

ଆମେରିକାର ରାଷ୍ଟ୍ରପତି ଭାବେ ବାରାକ୍ ଓବାମାକଂ ବିଦାୟକାଳୀନ ଭାଷଣ

ନୂଆଦିଲ୍ଲୀ ୧୧/୧: ଆଜି ସିକାଗୋଠାରେ ଆମେରିକାର ରାଷ୍ଟ୍ରପତି ଭାବେ ବାରାକ୍ ଓବାମା ନିଜ ଅନ୍ତିମ ତଥା ବିଦାୟକାଳୀନ ଭାଷଣ ପ୍ରଦାନ କରିଛନ୍ତି।ସେ କହିଥିଲେ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଅର୍ଥନୈତିକ ସୁଯୋଗ ଦେବାର ପ୍ରତିଶ୍ରୁତି ଏବଂ ଅନ୍ତର୍ଭୁକ୍ତ କରିବା ହେଉଛି ଆମେରିକୀୟ ଗଣତନ୍ତ୍ର। ଦଶ ଦିନ ମଧ୍ୟରେ ବିଶ୍ୱ ଆମ ଗଣତନ୍ତ୍ରର ଉତ୍କଷ୍ଟ ମାନ ଦେଖିବ। ଅର୍ଥାତ୍ ଆମେରିକୀୟମାନେ ଭୋଟ୍ ଦେଇ ଟ୍ରମ୍ପ୍ଙ୍କୁ କ୍ଷମତାସୀନ କରାଇଛନ୍ତି ଏବଂ ଆମେରିକୀୟ ଗଣତନ୍ତ୍ର ଆଗକୁ ବଢ଼ିବ।