ମାଓବାଦୀ ଜେସିବି ମେସିନ୍ ଏବଂ ରୋଲର ପୋଡ଼ି ଦେଲେ

ମାଓବାଦୀ ଜେସିବି ମେସିନ୍ ଏବଂ ରୋଲର ପୋଡ଼ି ଦେଲେ

କୋରାପୁଟ, ଫେବୃଆରୀ ୨୮: ପୋଡ଼ାପଦର ଗ୍ରାମ ପଞ୍ଚାୟତ ମାଙ୍କଡ଼ୀ ଗ୍ରାମରେ ମାଓ ହିଂସାକୁ ଘଟାଇଥିବା ଜଣା ପଡ଼ିଛି । ପ୍ରକାଶ ଯେ, ସେହି ଗ୍ରାମରେ ଚାଲୁଥିବା ରାସ୍ତା କାମକୁ ବିରୋଧ କରି ଏହି ପୋଡ଼ାଜଳା କରିଥିବା ଜଣାପଡ଼ିଛି । ଖବର ନେବାରୁ ଜଣାପଡ଼ିଛିଯେ,୩୫ ରୁ ୪୫ ଜଣ ସଶସ୍ତ୍ର ମାଓବାଦୀ ମାଙ୍କଡ଼ୀ ଗ୍ରାମକୁ ଆସି ରାସ୍ତା କାମରେ ବ୍ୟବହୃତ ଜେସିବି ମେସିନ୍ ଏବଂ ରୋଲର ମେସିନ୍ କୁ ପୋଡ଼ି ଦେଇଥିବାର ଖବର ପ୍ରାପ୍ତ ହୋଇଛି ।