ଭିଜିଲାନ୍ସ  ଜାଲ ରେ ତହସିଲଦାର

ଭିଜିଲାନ୍ସ  ଜାଲ ରେ ତହସିଲଦାର

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ଖରିଆର ତହସିଲଦାର ଇନ୍‌ଚାର୍ଜଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତହସିଲଦାର ଇନଚାର୍ଜ ସଦାଶିବ ନାୟକଙ୍କ ଘର ସହିତ ସମ୍ପର୍କୀୟମାନଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୪ଟି ଟିମ୍‌ ଏହି ଚଢ଼ାଉରେ ଅଂଶ ଗ୍ରହଣ କରିଛନ୍ତି।