ଆଜି ଉତର ପ୍ରଦେଶ ବିଧାନସଭା ନିବାର୍ଚନର ପଂଚମ ପର୍ଯ୍ୟାୟ ମତଦାନ

ଆଜି ଉତର ପ୍ରଦେଶ ବିଧାନସଭା ନିବାର୍ଚନର ପଂଚମ ପର୍ଯ୍ୟାୟ ମତଦାନ

ଲଖ୍ନୋ, ଫେବୃୟାରୀ ୨୭: ଆଜି ଉତର ପ୍ରଦେଶରେ ବିଧାନସଭା ନିବାର୍ଚନର ପଂଚମ ପର୍ଯ୍ୟାୟର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୨ ଟି ଜିଲ୍ଲାର ୫୧ଟି ସିଟ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ଆଜି ଏହି ପଂଚମ ପ ର୍ଯ୍ୟାୟରେ ୬୦୭ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେହାର ସୂଚନା ମିଳିଛି ।ପଂଚମ ପର୍ଯ୍ୟାୟରେ ପ୍ରାୟ ୧କୋଟି ୮୪ ଲକ୍ଷ୍ୟ ମତଦାତା ମତାଧିକାର ସାବ୍ୟସ୍ତ କରିବାର ସୂଚନା ମିଳିଛି ।

ଆଜି ସକାଳ ୭ଟାରୁ ଭୋଟର ମାନେ ଲମ୍ବା ଧାଡିରେ ଆସି ତାଙ୍କର ମତ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି ।ପୂବ ର୍ ଉତର ପ୍ରଦେଶ ଏବଂ ନେପାଲର ସୀମାନ୍ତବର୍ତୀ ତେହରୀ ଅଂଚଳରେ ନିବ ର୍ାଚନ ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।