ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

 ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବେଶ ଚର୍ଚ୍ଚା ଚାଲିଥିବା ବେଳେ ,ଏନେଇ ନବୀନ ଆଜି ମୁଁହ ଖୋଲିଛନ୍ତି । ନିକଟରେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ବିଦେଶ ଯାଇପାରନ୍ତି ଚର୍ଚ୍ଚା ଚାଲିଥିଲା ।ଏ ସମ୍ପର୍କିତ ପ୍ରଶ୍ନ ର ଉତର ସେ ଆଜି ସାମ୍ବାଦିକ ମାନଙ୍କୁ ଦେଇଛନ୍ତି ।ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି ,କୁଆଡେ ଯିବା ର ଆବଶ୍ୟକତା ନାହିଁ । ଏବଂ ସଚିବାଳୟରେ ଗଣମାଧ୍ୟମ କୁ ଡାକି ନବୀନ କହିଥିଲେ ଓଡିଶାରେ ଶିଶୁ ମୃତ୍ୟୁହାର ଜାତୀୟ ହାରଠାରୁ ବେଶ୍ କମ୍ ।