ଜୁନ୍‌-୨ରେ ପରଦାରେ ଅକ୍ଷୟଙ୍କ ‘ଟଏଲେଟ୍‌-ଏକ ପ୍ରେମ କଥା’

ଜୁନ୍‌-୨ରେ ପରଦାରେ ଅକ୍ଷୟଙ୍କ ‘ଟଏଲେଟ୍‌-ଏକ ପ୍ରେମ କଥା’

ମୁମ୍ବାଇ, ଫେବୃଆରୀ ୨୨: ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସମର୍ଥନ କରୁଥିବା ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ଟଏଲେଟ ଏକ ପ୍ରେମ କଥା’ର ପୋଷ୍ଟର ରିଲିଜ ହୋଇଛି । ଏହାକୁ ଖୋଦ୍‌ ଅକ୍ଷୟ ଦର୍ଶକ ମାନଙ୍କ ସାମ୍ନାକୁ ଆଣିଛନ୍ତି। ଅକ୍ଷୟ ଏହାକୁ ନିଜର ଟ୍ୱିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି ।
 
 ‘କେଶବ ଏବଂ ଜୟାଙ୍କ ନିଆରା ପ୍ରେମ କାହାଣୀ ଉପରେ ଏହି ଫିଲ୍ମର କାହାଣୀ ପର୍ଯ୍ୟବେଶିତ । ଏହା ଜୁନ୍‌ ୨ ରେ ପରଦାକୁ ଆସିବ। ରିଲିଜ ହୋଇଥିବା ପୋଷ୍ଟରରେ ଅକ୍ଷୟ ଏବଂ ଭୂମି ବର-କନ୍ୟା ବେଶରେ ନଜର ଆସୁଛନ୍ତି।