ନରେନ୍ଦ୍ର ମୋଦି ଯୋଗ ଛାଡ଼ି ମାଆଙ୍କୁ ଭେଟିବାକୁ ଗଲେ

ନରେନ୍ଦ୍ର ମୋଦି ଯୋଗ ଛାଡ଼ି ମାଆଙ୍କୁ ଭେଟିବାକୁ ଗଲେ

ଗାନ୍ଧୀନଗର ୧୦/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ନିଜକୁ ସୁସ ରଖିବା ପାଇଂ ସବୁବେଳେ ଯୋଗ କରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିି ଗୁଜୁରାଟରେ ହେବାକୁ ଥିବା ଭାଇବ୍ରାଣ୍ଟ ଗୁଜୁରାଟ୍ ସମିଟ୍ରେ ଯୋଗ ଦେବାପାଇଁ ଗାନ୍ଧୀ ନଗରରେ ପହଞ୍ଚିଛନ୍ତି। ସେ ଯୋଗ ନ କରି ନିଜ ମାଆଙ୍କ ନିକଟରେ ପହଞ୍ଚିଥିଲେ। ସେ ସବୁବେଳେ କାମକାଯ୍ୟରେ ବ୍ୟସ ରହୁଥିବାରୁ ଆଜି ମାକୁଂ ଭେଟିବାପାଇଂ ଯାଇଛନ୍ତି ।

ଏ ବିଷୟରେ ମୋଦି ଟ୍ଵିଟ୍ କରିଛନ୍ତି। ମୋଦିଙ୍କର ମାଆ ହୀରାବେନ୍ ଏବେ ନିଜ ସାନ ପୁଅ ପଙ୍କଜ ମୋଦିଙ୍କ ସହ ନିଜ ଗାଁରେ ରହୁଛନ୍ତି। ମୋଦିଙ୍କୁ ତାଙ୍କ ପରିବାର ଲୋକ ସ୍ୱାଗତ କରିବା ସହ ସେ ନିଜର ମାଆଙ୍କର ଆଶୀର୍ବାଦ ନେଇଥିବା କଥା ଟ୍ଵିଟ୍ କରିଛନ୍ତି ।