ଭାରତର ପ୍ରଥମ ଆନ୍ତର୍ଜାତିକ ଏକ୍ସଚେଞ୍ଜ ‘ଇଣ୍ଡିଆ ଇଟଂରନ୍ୟାସନାଲ୍ ଏକ୍ସଚେଞ୍ଜ’ ଆରମ୍ଭ

ଭାରତର ପ୍ରଥମ ଆନ୍ତର୍ଜାତିକ ଏକ୍ସଚେଞ୍ଜ ‘ଇଣ୍ଡିଆ ଇଟଂରନ୍ୟାସନାଲ୍ ଏକ୍ସଚେଞ୍ଜ’ ଆରମ୍ଭ

ଗୁଜରାଟ  ୧୦/୧: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗିଫ୍ଟ ସିଟିଠାରେ ଥିବା ଆଇଏଫ୍ଏସ୍ସିରେ ଭାରତର ପ୍ରଥମ ଆନ୍ତର୍ଜାତିକ ଏକ୍ସଚେଞ୍ଜ ‘ଇଣ୍ଡିଆ ଇଟଂରନ୍ୟାସନାଲ୍ ଏକ୍ସଚେଞ୍ଜ’କୁ ଆଜି ଉଦ୍ଘାଟନ କରିଛନ୍ତି।  ଇଣ୍ଡିଆ ଆଇଏନ୍ଏକ୍ସ ହେଉଛି ବିଶ୍ୱର ସବୁଠୁ ଆଡଭାନ୍ସଡ୍ ପ୍ରଯୁକ୍ତି ପ୍ଲାଟଫର୍ମ ଯାହାର ଟର୍ଣ୍ଣ-ଆରାଉଣ୍ଡ ସମୟ ହେଉଛି ୪ ମାଇକ୍ରୋ ସେକେଣ୍ଡ। ଏହା ଦିନକୁ ୨୨ ଘଣ୍ଟା ପରିଚାଳିତ ହେବ ଯାହା ଆନ୍ତର୍ଜାତିକ ନିବେଶକ ଓ ପ୍ରବାସୀ ଭାରତୀୟଙ୍କୁ ବିଶ୍ୱର ଯେ କୌଣସି ସ୍ଥାନରେ ଥାଇ ଟ୍ରେଡିଂ କରିବାର ସୁବିଧା ପ୍ରଦାନ କରିବ ।