ଦେଶବାପୀ ବିମାନ ବନ୍ଦରରେ ସତକତା ଜାରି

ଦେଶବାପୀ ବିମାନ ବନ୍ଦରରେ ସତକତା ଜାରି

ନୂଆଦିଲ୍ଲୀ  ୧୨/୧: ସାଧାରଣତନ ଦିବସ ଅବସରରେ ଭାରତରେ ଆକମଣ ଘଟାଇବାକୁ  ଆତକଂବାଦୀ ସଗଠନଗୁଡିକ ଯୋଜନା କରିଛନି । ଏଥିପାଇଂ ଗୁଇଦା ବିଭାଗ ଦେଶର ସମସ ବିମାନବଦରକୁ ସତକ ସୁଚନା ଜାରି କରିଛି । ଗୁଇଦା ବିଭାଗର ସୁଚନା ଅନୁଯାୟୀ ଆତକଂବାଦୀମାନେ ସୁରଷାକମୀକଂ ବେଶରେ ଆସି ଆକମଣ ଘଟାଇପାରନି ବୋଲି ସୁଚନା ମିଳିଛି । ଏଥିପାଇଂ ବେସାମରିକ ବିମାନ ଚଳାଚଳ ସୁରଷା ବୁ୍ୟରୋ ବିସିଏସ୍ ଡିସେମର ୨୮ରେ ଏହାର ସମସ ବିମାନ ବଦର ସୁରଷା ଅଧିକାରୀମାନକୁଂ ସତକ ସୁଚନା ଜାରି କରାଯାଇଛି ।