ଡିସେମ୍ବର ମାସରେ ଆଧାର ନମ୍ବର ପାଇଁ ୬୦%  ଲୋକ ନାମ ପଞ୍ଜିକରଣ କରିଛନ୍ତି।

ଡିସେମ୍ବର ମାସରେ ଆଧାର ନମ୍ବର ପାଇଁ ୬୦%  ଲୋକ ନାମ ପଞ୍ଜିକରଣ କରିଛନ୍ତି।

ବେଙ୍ଗାଲୁରୁ ୧୧/୧: ବିମୁଦାକରଣ ପରେ କେଦ୍ରସରକାର  ଆଧାର କାଡ୍ ଉପରେ ଗୁରୁତାରୋପ କରୁଥିବାବେଳେ ଡିସେମ୍ବର ମାସରେ ଆଧାର ନମ୍ବର ପାଇଁ ବିପୁଳ ସଂଖ୍ୟକ ଲୋକ ନାମ ପଞ୍ଜିକରଣ କରିଛନ୍ତି। ଗତ ଅକ୍ଟୋବର ମାସରେ  ୧୨. ୧୯ ଅୟୁତ ଲୋକ  ଆଧାର ନମ୍ବର ପାଇଁ ପଞ୍ଜିକୃତ ହୋଇଥିବାବେଳେ ନଭେମ୍ବରରେ ଏହା କମି ୧୦. ୪୯ ଅୟୁତ ହୋଇଥିଲା। କିନୁ ଏହା ୧୬.୦୫ ଅଯୁତକୁ ବୁଧି ପାଇଛି । ଗତ ଜାନୁଆରୀମାସରେ ୩. ୬୩ ଅୟୁତ ଲୋକ ଆଧାର କାର୍ଡ ତାଲିକାରେ ସାମିଲ ହୋଇଛନ୍ତି। ଏବେ ଦେଶର ୯୮% ସାବାଳକ ଆଧାର କାର୍ଡ କରିସାରିଛନ୍ତି ଅର୍ଥାତ୍ ସେମାନଙ୍କ ସଂଖ୍ୟା ହେବ ୧୧୦ କୋଟି।