ଝାରସୁଗୁଡ଼ା:ଯୁବତୀଙ୍କୁ ବଳିଦେବା ନେଇ ଚର୍ଚ୍ଚା

ଝାରସୁଗୁଡ଼ା:ଯୁବତୀଙ୍କୁ ବଳିଦେବା ନେଇ ଚର୍ଚ୍ଚା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବିଦାପାଲଇ ଗାଁରେ ଜଣେ ୧୭ ବର୍ଷୀୟା ଝିଅକୁ ତାଙ୍କ ପରିବାର ଲୋକେ ବଳି ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଖବରପାଇ ସ୍ତାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ପୁଲିସ ସନ୍ଦେହରେ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।