କୋରାପୁଟ: ହାଲ୍ ରେ ଅଘଟଣ

କୋରାପୁଟ: ହାଲ୍ ରେ ଅଘଟଣ

କୋରାପୁଟ: ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେଡ଼ ରେ ଦୁର୍ଘଟଣା । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ କମ୍ପାନୀ ରେ କାମ କରୁଥିବା ବେଳେ ହଟାତ କର୍ମଚାରୀଙ୍କ ଦେହରେ ନିଆଁ ଲାଗି ଶରୀର ର ୭୦ ଭାଗ ଅଂଶ ପୋଡ଼ିଯାଇଛି । କର୍ମଚାରୀ ଙ୍କ ନାମ ମାନସ ରଞ୍ଜନ ସେଠି (୩୬) , ସିନିଅର ଟେକ୍ନିସିଆନ୍ । ସ୍ୱାସ୍ଥ୍ୟ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିବାରୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ କୋରାପୁଟ ରୁ ବିଶାଖାପାଟ।ନମ୍ ସ୍ଥାନାନ୍ତରିତ କରିଦେଇଛନ୍ତି I