ଏଥର ଟଙ୍କା ଉଠାଣ ସୀମା ୨୪ ହଜାରକୁ ବଢ଼ିଲା

ଏଥର ଟଙ୍କା ଉଠାଣ ସୀମା ୨୪ ହଜାରକୁ ବଢ଼ିଲା

ମୁମ୍ବାଇ  ୩୧/୧: ଥର ଟଙ୍କା ଉଠାଣ ସୀମାକୁ ଆରବିଆଇ ବଢ଼ାଇ ଦେଇଛନ୍ତି।ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ଜଣେ ବ୍ୟକ୍ତି ଚାହିଁଲେ ଏଟିଏମ୍ରୁ ଏକକାଳୀନ ୨୪ ହଜାର ଟଙ୍କା ଉଠାଇ ପାରିବେ।ଏହି ସେବା ଫେବୁଆରୀ ୧ ତାରିଖରୁ ଲାଗୁ ହେବ ବୋଲି ଆରବିଆଇ ପ୍ରଷରୁ କୁହାଯାଇଛି ।