୨୦୧୭-୧୮ ପାଇଁ କୃଷି ଋଣ ଲକ୍ଷ୍ୟ ୧୦ ଲକ୍ଷ କୋଟି ଟଙ୍କା

୨୦୧୭-୧୮ ପାଇଁ କୃଷି ଋଣ ଲକ୍ଷ୍ୟ ୧୦ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ ୨/୨:୨୦୧୭ ଏବଂ୨୦୧୮ ବଷ ପାଇଂ କୃଷି ଋଣ ୧୦ ଲଷ କୋଟି ଟକାଂ ରଖାଯାଉଛି ।ଯେଉଂ ବ୍ୟକିମାନେ ୨୦୧୬ ଡିସେମର ମାସ ସୁଧା ରୁଣ କରିଥିବେ ସେମାନେ ସୁଧର ଛାଡ ପାଇପାରିବେ ବୋଲି ବଜେଟ୍ରେ କହାଯାଇଥିଲା ।  ୨୦୧୭-୧୮ରେ ୪୦% ଚାଷ ଜମି, ୨୦୧୮-୧୯ରେ ୫୦% ଚାଷ ଜମିରେ ଏହି ବୀମା ଯୋଜନା ଲାଗୁ ହେବ। ଏଥିପାଇଁ ୯୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।