ଏଥର ରେଳ ବଜେଟ୍ରେ ମିଳିବ ରିହାତି

ଏଥର ରେଳ ବଜେଟ୍ରେ ମିଳିବ ରିହାତି

ନୂଆଦିଲ୍ଲୀ   ୩୧/୧୦:ମୋଦି ସରକାର ଦେଶରୁ ଦୁନିତ ଓ କଳାଟକା ଲୋପ କରିବା ପାଇଂ ବିମୁଦାୟନ କରିଥିଲେ  । ଏହି ବିମୁଦାୟନ ଫଳରେ ଦେଶର ସବୁ ବ୍ୟାକଂ ଗୁଡିକରେ ବିପୁଳ ଟକାଂ ଜମାହୋଇଛି । ଏଥିପାଇଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ବଜେଟ୍ରେ ଆୟକର ଛାଡ ସୀମା ଅଢେଇ ଲଷ ଟକାଂରୁ ବୁଧି ପାଇଂ ୩ ଲକ୍ଷ ଟଙ୍କା ହୋଇପାରେ।

ଚିକିତ୍ସା ଖର୍ଚ ଉପରେ ଟିକସ ରିହାତି, ଗୃହ ଋଣ ସୁଧ ଉପରେ ଟିକସ ଛାଡ଼  ସୀମା ଦୁଇ ଲକ୍ଷ ଟଙ୍କାରୁ ବଢ଼ାଇ ଅଢ଼େଇ ଲକ୍ଷ ଟଙ୍କା କରାଯାଇପାରେ। ମଳିକ ଆୟ ସ୍କିମ୍ ଘୋଷଣା ହୋଇପାରେ। ତେବେ ବର୍ତ୍ତମାନ ୩୦ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିବା କର୍ପୋରେଟ୍ ଟିକସରେ ହ୍ରାସର କମ ସମ୍ଭାବନା ରହିଛି।