Ducati XDiavel ର ବଜାର ପ୍ରବେଶ

Ducati XDiavel  ର ବଜାର ପ୍ରବେଶ

ନୂଆଦିଲ୍ଲୀ,୦୭/୧୦ ; ଦୂର୍ଗା ପୂଜା ଉପଲକ୍ଷେ ଭାରତୀୟ ବଜାରରେ ପ୍ରବେଶ କରିଛି Ducati XDiavel ବାଇକ୍ । ଏହାର ଦର ୧୫.୮୭ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୮.୪୭ ଲକ୍ଷ ଟଙ୍କା ଯାଏଁ ରହିଛି।  ଢଊସବଙ୍ଖରକ୍ଷ ଓ ଢଊସବଙ୍ଖରକ୍ଷ ଝ ପରି ୨ଟି ଭାରିଏଣ୍ଟରେ ବଜାରକୁ ଆସିଛି।

ଚଳିତବର୍ଷ ପ୍ରାରମ୍ଭରୁ Ducati 959 Panogale, Multistrada 1200S ଓ  Multistrada Enduro ପରି ବାଇକ୍ ବଜାରପ୍ରବେଶ କରିସାରିଛି।